ମୋବାଇଲର ନିଶା
ମୋବାଇଲ ଚଲାଇବା ସମସ୍ତଙ୍କ ପେଶା
ଆଜିର ଯୁଗ ମୋବାଇଲ ଯୁଗ
କାର୍ଯ୍ୟରେ ସିଏ ଅନ୍ଲାଇନ ଯୁଗ
ଅନ୍ଲାଇନ ବିନା କିଛି ହୁଏନା
ମୋବାଇଲ୍ ନଥିଲେ ଫଳ ମିଳେନା
ପିଲାଏ ହୁଅନ୍ତି ଅସଚେତନ
ମୋବାଇଲ୍ ନଷ୍ଟ କରେ ଜୀବନ
ପିଲାଙ୍କ ଜିଦ୍ ପାଇଁ କରିବା ପାଇଁ
ମୋବାଇଲ୍ ଏବେ ହୁଏ ବିଜୟୀ
ଦୟାକରି ଆମେ ଆଗେଇ ଯିବା
ମୋବାଇଲ୍ ବ୍ୟବହାର କମ୍ କରିବା
ମୋବାଇଲ୍ ନେଲା କେତେ ଜୀବନ
ତା ଠାରୁ ନିଜକୁ ରକ୍ଷା କର
ମୋବାଇଲ୍ର ର୍ଦୁବ୍ୟବହାର କର ନାହିଁ କେବେ
ନଷ୍ଟ ହୋଇଯିବ ଭବିଷ୍ୟତ ସତେ



