ମେ’ ମାସରେ ଶୀର୍ଷରେ ପହଞ୍ଚିପାରେ କରୋନା ସଂକ୍ରମଣ!

Spread the love

 ନୂଆଦିଲ୍ଲୀ ୨୨/୦୪ (ସନ୍ଧାନ ନିଉଜ) ଭାରତରେ କରୋନା ଭୂତାଣୁ ସଂକ୍ରମଣ ସର୍ମ୍ପକିତ କିଛି ଚିନ୍ତାଜନକ ରିପୋର୍ଟ ପ୍ରକାଶ ପାଇଛି । କରୋନା ଭୂତାଣୁ ମେ’ ମାସରେ ଭାରତରେ ଅଧିକ ପ୍ରକୋପ ଦେଖାଇବ । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଗ୍ଲୋବାଲ କନସଲଟିଂ ଫାର୍ମ ‘ପ୍ରୋଟିଭିଟ୍’ ସହ ମିଳିତ ଭାବରେ ଟାଇମ୍ସ ନେଟୱର୍କ କରିଥିବା ଅଧ୍ୟୟନରୁ ଏହି ତଥ୍ୟ ମିଳିଛି ।

ସାରା ବିଶ୍ୱକୁ କବଳିତ କରିଥିବା କରୋନା ଭୂତାଣୁ ମେ’ ମାସରେ ଭାରତରେ ଅଧିକ ପ୍ରକୋପ ଦେଖାଇବ । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଗ୍ଲୋବାଲ କନସଲଟିଂ ଫାର୍ମ ‘ପ୍ରୋଟିଭିଟ୍’ ସହ ମିଳିତ ଭାବରେ ଟାଇମ୍ସ ନେଟୱର୍କ କରିଥିବା ଅଧ୍ୟୟନରୁ ଏହି ତଥ୍ୟ ମିଳିଛି । ଏହି ଅନୁଧ୍ୟାନରେ ତିନିଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯାଇଛି ।

Related Posts

About The Author

Add Comment