ମୁର୍ମୁୁଷ ଅବସ୍ଥାରେ ଉଦ୍ଧାର ଯୁବତୀଙ୍କ ମୃତ୍ୟୁ
ଭଦ୍ରକ, ୩/୧୧ (ସନ୍ଧାନ ନିୟୁଜ) ଭଦ୍ରକ ଜିଲ୍ଲା ଧାମନଗର ଅର୍ଜୁନପୁର ପୋଲ ପାଖ ନଦୀ ପଠାରୁ ଗତକାଲି ଅଚେତ ଅବସ୍ଥାରେ ଉଦ୍ଧାର ଅଚିହ୍ନା ଯୁବତୀକୁ ପ୍ରଥମେ ଧାମନଗର ଡାକ୍ତରଖାନା ପରେ ଭଦ୍ରକ ଓ ଶେଷରେ ଗୁରୁତର ମୁର୍ମୁଷୁ ଅବସ୍ଥାରେ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା | ହେଲେ ଆଜି ସକାଳେ ଚିକିତ୍ସାଧିନ ଅବସ୍ଥାରେ ଯୁବତୀ ଜଣଙ୍କ ମୃତ୍ୟୁ ଘଟିଛି |
Related Posts
About The Author