ମୁଖ୍ୟ ଶାସନ ସଚିବ ଡାକିଲେ ସଚିବ ମାନଙ୍କ ବୈଠକ

Spread the love

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଖାରବେଳ ଭବନରେ ଏକ ସଚିବ ସ୍ତରୀୟ ସମୀକ୍ଷା ବୈଠକ ରେ ବିଭିନ୍ନ ବିଭାଗ ର ସଚିବ ମାନଙ୍କୁ ସେମାନଙ୍କ ବିଭାଗ ସଂପର୍କ ରେ ପଚାରି ବୁଝି ଥିଲେ।୨୦୨୬ ଓ ୨୦୨୭ ର ବଜେଟ୍ ରେ ଅନୁମୋଦିତ ଅର୍ଥ ସଠିକ୍ ଭାବେ ଖର୍ଚ୍ଚ ହୋଇଛି କି ନାହିଁ ସେ ବିଷୟ ରେ ପଚାରି ବୁଝି ଥିଲେ।୨୦୨୭- ୨୮ ର ବଜେଟ୍ ସଂପର୍କ ରେ ବିସ୍ତୃତ ଆଲୋଚନା କରି ଥିଲେ। ଗଞ୍ଜାମ ଜିଲ୍ଲାର ବାତ୍ୟା ଅର୍ଣ୍ଣବ ଦ୍ବାରା କ୍ଷୟ କ୍ଷତି ର ଆକଳନ ଓ ହିତାଧିକାରୀ ଙ୍କ ପାଖରେ ସରକାରୀ ସାହାଯ୍ୟ ଠିକ୍ ଭାବରେ ପହଞ୍ଚାଇବା ପାଇଁ ସଚିବ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ,ପ୍ରଶାସନ , ସମବାୟ, ରାଜ୍ଵସ , ଶକ୍ତି, ପଞ୍ଚାୟତ ରାଜ ବିଭାଗ ର ସଚିବ ମାନେ ଏହି ବୈଠକ ରେ ଯୋଗ ଦେଇଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୂଜ ସନ୍ଧାନ।

Related Posts

About The Author

Add Comment