ଯାଜପୁର, ୦୭/୦୨ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା ସାହସପୁର ପଂଚାୟତ ର ଡ଼ଅଂରକୁଳ ଗ୍ରାମ ରେ ମା ବୀଣାପାଣି ନାଟ୍ୟ ସଂସଦ ଆନୁକୂଲ୍ୟରେ ସରସ୍ୱତୀ ପୂଜା ଉପଲକ୍ଷର ଗ୍ରାମବାସୀ ନ୍କ ଦ୍ୱାରା ଯାତ୍ରା ମହୋତ୍ସବ ଅନୁଷ୍ଠିତ ।ଦୀର୍ଘ 70 ଦଶକରୁ କଳା ସାହିତ୍ୟ, ସଂସ୍କୃତି କୁଁ ଇ ଏକ ନୂତନ ଦିଗଦର୍ଶନ ଦେଇଥିବା ଏହି ଗ୍ରାମ ତାର 70 ତମ ବାର୍ଷିକ ଉତ୍ସବ ଗ୍ରାମବାସୀ ଙ୍କୁ ନେଇ 5ତାରିଖ ପ୍ରଥମ ରାତ୍ରିରେ “ତୋ ନାଁ କୁଁ ମୋ ନାଁ ରେ ଦେଇଛି ଯୋଡି” ନାମକ ଏକ ସାମାଜିକ ନାଟକ ମଞ୍ଚସ୍ତ କରିଥିଲା ଓ ତାର ଦ୍ୱିତୀୟ ରଜନୀ 6 ତାରିଖ ରେ ମିଛୁଆ ରାଧୁଅ ଗପ ସରିଲା ସାମାଜିକ ନାଟକ ପରିବେଷଣ କରିବାର ସୂଚନା ମିଳିଛି ଓ ଅନୁଷ୍ଠାନ ପକ୍ଷରୁ ବରିଷ୍ଠ କଳାକାର ବିଶ୍ୱଜିତ ସାହାଣୀ, ଭରତ ରାଉତ, ଅଶ୍ୱନୀ ରାଉତ, ସତ୍ୟବ୍ରତ ରାଉତ, ଚିନ୍ମୟ ମିଶ୍ର ଓ ମୃତୁଞ୍ଜୟ ଶର୍ମା ନିଜର ନିଖୁଣ ଅଭିନୟ ମାଧମ ରେ ଦର୍ଶକ କ୍ନୁ ବିମୋହିତ କରିବା ସହିତ ଆଗାମୀ ଦିନରେ କଳାକାର ମାନେ କିଭଳି ଉର୍ନତି କରିପାରିବେ ସେ ବିଷୟରେ ନିଜର ମତପ୍ରକାଶ କରିଥିଲେ.
ମା ବୀଣାପାଣି ନାଟ୍ୟ ସଂସଦ ପକ୍ଷରୁ ଯାତ୍ରା ମହୋତ୍ସବ ଅନୁଷ୍ଠିତ
|
February 7, 2020 |



