ମାହାଙ୍ଗା ବିଜେପି ବିଧାୟକ ପାର୍ଥୀଙ୍କ ବାତ୍ୟା କ୍ଷେତିଗ୍ରସ୍ତ ଗ୍ରାମ ପରିଦର୍ଶନ

Spread the love
  •  
  •  
  •  
  •  
  •  

ମାହାଙ୍ଗା, ୬/୫ (ସନ୍ଧାନ ନିୟୁଜ) ମାହାଙ୍ଗା ବିଧାୟକ ପାର୍ଥୀ ସାରଦା ପ୍ରଧାନ ବାତ୍ୟା କ୍ଷେତିଗ୍ରସ୍ତ ଗ୍ରାମ ପରିଦର୍ଶନ କରିଛନ୍ତି | ସେ ମାହାଙ୍ଗାର ବରାଦ, ନତକାଇ, କଟରପଡା, କେନ୍ଦୁପଟାନା, କେଣ୍ଟାଳ, କୁଳ ଶୁକରପଡା ଗ୍ରାମରେ   ଫୋନି ବାତ୍ୟା ରେ କ୍ଷତିଗ୍ରସ୍ତ ଲୋକଙ୍କ ଦୁଃଖ ରେ ସାହାଯ୍ୟ ର ହାତ ବଢ଼ାଇବାସହ  କୁଳାଶୁକରପଡା ରେ ଗଛପଡି ମୃତ୍ୟୁ ବରଣ କରିଥିବା ନିରୁପମା ସାମଲ ଙ୍କ ଘରେ ପହଂଚି ପରିବାରକୁ ସମବେଦନା ଜଣାଇବା ସହ ତାଙ୍କର ଏକମାତ୍ର ପୁଅକୁ ସହଯୋଗ ର ହାତ ବଢ଼ାଇ ଥିଲେJ

Related Posts

About The Author

Add Comment