ମାଟି ବୋଝେଇ ଟ୍ରାକ୍ଟର ଜବତ

Spread the love
  • 35
    Shares

ବଡଚଣା,୨୨.୫(ସନ୍ଧାନ ନିଉଜ୍/ଆର୍ତତାଣ ସାହୁ): ବଡଚଣା ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର ବନ୍ଦାଳୋ ଛକ ନିକଟରୁ ବଡଚଣା ବେଆଇନ ମାଟି ବୋଝେଇ କରି ନେଉଥିବା ଦୁଇଟି ଟ୍ରାକ୍ଟରକୁ ପୁଲିସ ଜବତ କରିଛି । ଦର୍ପଣ ତହସିଲର ବନ୍ଦାଳୋ ଅଞ୍ଚଳରେ ଏକ ପଡିଆରୁ ବେଆଇନ ଭାବେ ମାଟି ଖନନ ହେଉଥିବା ଅଭିଯୋଗ ହୋଇଥିଲା । ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ରଙ୍କ ନିଦେ୍ର୍ଧଶ କ୍ରମେ ଏସ.ଆଇ ସୟଦ ଖାନ ମଙ୍ଗଳବାର ଚଢାଉ କରି ଟ୍ରାକ୍ଟର ଚାଳକକୁ ଆବଶ୍ୟକ କାଗଜପତ୍ର ମାଗିଥିଲେ । ଚାଳକ କାଗଜ ଦେଖାଇ ନପାରିବାରୁ ପୁଲିସ ଗାଡିକୁ ଜବତ କରି ଦର୍ପଣ ତହସିଲଦାରଙ୍କୁ ହସ୍ତାନ୍ତର କରିଥିବା ଜଣାଯାଇଛି ।
ଚଣ୍ଡିଖୋଲକୁ ସବଡିଭିଜନ ମାନ୍ୟତା ନମିଳିବା ଘଟଣା, ବସିଲା ସର୍ବଦଳୀୟ ବୈଠକ

  • 35
    Shares

Related Posts

About The Author

Add Comment