କଟକ, ୨୮/୦୪ (ସନ୍ଧାନ ନିଉଜ) ଆଜି କଟକ ବାର ଆସୋସିଏସନ୍ ଆନୁକୂଲ୍ୟରେ ଉତ୍କଳ ଗୌରବ ମଧୁସୂଦନ ଦାସ କଂ ଜୟନ୍ତୀ ନିରାଡମ୍ବର ଭାବେ ପାଳନ କରାଯିବା ସହିତ ବାର୍ ଆସୋସିଏସନ୍ ହଲ୍ ରେ ମଧୁସୂଦନ ଦାସ ଆଇନଜୀବୀ ଭାବରେ ବ୍ୟବହାର କରୁଥିବା ଟେବୁଲ ଉପରେ ଥିବା ତାଙ୍କ ଫଟୋ ରେ ସଭ୍ୟ ଓ ସଭ୍ୟା ମା ନେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ଓ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । କଟକ ବାର୍ ଆସୋସିଏସନ୍ ର ଉପସଭାପତି ଶ୍ରୀଯୁକ୍ତ କୃପାସିନ୍ଧୁ ସାହୁ, ସମ୍ପାଦକ ଶ୍ରୀ ଯୁକ୍ତ ନରେଶ ଜେନା, ପାଠାଗାର ଇନ୍ଚାର୍ଯ ତପସ୍ଵୀନି ସିହ୍ନା,କୋଷାଧ୍ୟକ୍ଷ ଦେବି ପ୍ରସାଦ ଥାଟରାଜ, କାର୍ଯ୍ୟକାରି ସଭ୍ୟ ସଂଜୀବ ଚକ୍ରବର୍ତ୍ତୀ, ଚିତ୍ତ ରଞ୍ଜନ ସ୍ବାଇଁ, ବିଭୁ ପ୍ରସାଦ ନାୟକ,ଯଯାତି କେଶରୀ ସ୍ୱାଇଁ କଂ ସମେତ ଅନ୍ୟାନ୍ୟ ଆଇନଜୀବୀ ମାନେ ଉପସ୍ଥିତ ଥିବା ସହିତ ସାମାଜିକ ଦୂରତା ଅବଲମ୍ବନ କରି ଉକ୍ତ କାର୍ଯ୍ୟକ୍ରମ ପାଳନଥିଲେ ।
ତାଜା ଖବର
- ରେଙ୍ଗାଲି ଗ୍ରାମ ରେ ବିଦ୍ୟୁତ ଟ୍ରାସଫାର୍ମା ଚୋରି, ଅନ୍ଧାର ରେ ଗ୍ରାମବାସି, ତଲସରା ଥାନା ରେ ଅଭିଯୋଗ
- ସମବେଦନା: ମାନବିକତାର ଶ୍ରେଷ୍ଠ ପରିଚୟ
- Sympathy: The Strength of a Compassionate Society
- Breking News: ଯାଜପୁର: ବଡ଼ଚଣା R&B JE ତପନ ସେଠୀଙ୍କ ଘରେ ଏବଂ ଅଫିସରେ ଭିଜିଳାନ୍ସ ରେଡ
- ସ୍ୱାମୀ-ସ୍ତ୍ରୀ ମଧ୍ୟରେ କଥା କଟାକଟିରେ ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ
- ଛଅ ମାସ ହେଲା ମିଳୁନି ଭତ୍ତା, ଚିନ୍ତାରେ ବିମଳା ବରିହା
- ବାଲିଶଙ୍କରାରେ ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ବିଜେଡିର ଶକ୍ତି ପ୍ରଦର୍ଶନ, ବିଜେଡି ଦଳରେ ମିଶିଲେ କଂଗ୍ରେସ ଓ ବିଜେପିର ୭୫ ଜଣ
- IGP Dr Satyajit Naik Appeals for Peaceful and Disciplined Durga Puja Celebrations
- ଶାନ୍ତି, ଶୃଙ୍ଖଳା ଓ ଭାଇଚାରାର ସହ ମା ଦୁର୍ଗାଙ୍କ ପୂଜା ପାଳନ କରନ୍ତୁ: କେନ୍ଦ୍ରାଞ୍ଚଳ ଆଇଜି ଡଃ ସତ୍ୟଜିତ ନାଏକ
- ରଜି ଦେବି ୱେଲଫେୟାର ଟ୍ରଷ୍ଟ ଦ୍ୱାରା ଢେଙ୍କାନାଳ ରେ ବିଶ୍ୱ ଧଳା ବାଡ଼ି ଦିବସ ପାଳିତ



