ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ କିରଣ କୁମାର ସାମନ୍ତରାୟ

Spread the love

କଟକ , ୧୮/୧୨ (ସନ୍ଧାନ ନିୟୁଜ) ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜସ୍ବ ବୋର୍ଡର କନିଷ୍ଠ କିରାଣୀ କିରଣ ସାମନ୍ତରାୟଙ୍କ ଅଫିସ ଓ ବାସଭବନ ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି। କିରଣ କୁମାର ସାମନ୍ତରାୟଙ୍କର ବାସଗୃହ ସମେତ ଅଫିସ୍ ଏବଂ ୬ ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି।

Related Posts

About The Author

Add Comment