Homeଆନ୍ତର୍ଜାତୀୟଭାରତୀୟ ରାଷ୍ଟ୍ରଦୂତ ଭାବେ ଦାୟିତ୍ୱ ନେବେ ତରଣଜୀତ ସିଂହ ସାନ୍ଧୁ ଭାରତୀୟ ରାଷ୍ଟ୍ରଦୂତ ଭାବେ ଦାୟିତ୍ୱ ନେବେ ତରଣଜୀତ ସିଂହ ସାନ୍ଧୁ Sandhan News | January 15, 2020 | Spread the love ୱାଶିଂଟନ, ୧୫/୦୧/୨୦ (ସନ୍ଧାନ ନିଉଜ) : ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତ ଭାବେ ତରଣଜୀତ ସିଂହ ସାନ୍ଧୁ ଦାୟିତ୍ୱ ନେବେ । ସେ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲାଙ୍କ ସ୍ଥାନ ନେବେ । ହର୍ଷବର୍ଦ୍ଧନ ନିକଟରେ ଆମେରିକାରୁ ନୂଆଦିଲ୍ଲୀ ଫେରି ଆସିଥିବା ବେଳେ ସେ ଚଳିତ ମାସ ଶେଷ ସୁଦ୍ଧା ବିଦେଶ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ । Related Posts ୮୫ ଜେଲ୍ ପ୍ରତି କୋରାନା ସଂକ୍ରମଣ ବିପଦ July 30, 2020 | Manas Kumar Rout | ଅଧିକ ପଢନ୍ତୁ ମୋ ସରକାର’ରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ସାମିଲ January 30, 2020 | Manas Kumar Rout | ଅଧିକ ପଢନ୍ତୁ ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଂଚଳ ଦେଖିବା ପରେ ଓଡିଶାକୁ ଅଗ୍ରୀମ ୫୦୦ କୋଟି ସହାୟତା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି May 22, 2020 | Manas Kumar Rout | ଅଧିକ ପଢନ୍ତୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମେତ ଅନ୍ୟ ଖେଳାଳିଙ୍କ ଫଟୋକୁ ମ୍ୟୁଜିୟମ୍ରୁ ହଟାଇଲା ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ February 20, 2019 | Sandhan News | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଂଚଳ ଦେଖିବା ପରେ ଓଡିଶାକୁ ଅଗ୍ରୀମ ୫୦୦ କୋଟି ସହାୟତା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି May 22, 2020 | Manas Kumar Rout | ଅଧିକ ପଢନ୍ତୁ
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମେତ ଅନ୍ୟ ଖେଳାଳିଙ୍କ ଫଟୋକୁ ମ୍ୟୁଜିୟମ୍ରୁ ହଟାଇଲା ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ February 20, 2019 | Sandhan News | ଅଧିକ ପଢନ୍ତୁ