ଭାରତର ଜାତୀୟ ପତାକା ତ୍ରିରଙ୍ଗାର ତିନି ରଙ୍ଗରେ ଝଲସିଲା ଅର୍କକ୍ଷେତ୍ର କୋଣାର୍କର ସୂର୍ଯ୍ୟ ମନ୍ଦିର

Spread the love
  •  
  •  
  •  
  •  
  •  

ପୁରୀ 23/10 (ସନ୍ଧାନ ନିଉଜ) ସୂର୍ଯ୍ୟ ମନ୍ଦିରର ସମ୍ପୂର୍ଣ୍ଣ ଅଂଶକୁ ନାରଙ୍ଗୀ, ଧଳା ଓ ସବୁଜ ରଙ୍ଗରେ ରଙ୍ଗୀନ କରିବା ପାଇଁ ସୂର୍ଯ୍ୟ ମନ୍ଦିରକୁ ତିନି ରଙ୍ଗର ଆଲୋକ ମାଳାରେ ରଙ୍ଗୀନ ହୋଇଛି। ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସ୍ଵାଧିନତାର ଅମୃତ ମହୋତ୍ସବର ପୂର୍ତ୍ତିକୁ ପାଳନ କରିବା ପାଇଁ କେନ୍ଦ୍ର ସରକାର ସୂର୍ଯ୍ୟ ମନ୍ଦିରକୁ ଟ୍ରାଇ ଲାଇଟ ରେ ସଜାଇବା ସହିତ ସାରା ଦେଶରେ ଗତ ଦୁଇ ବର୍ଷ ଧରି ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ ର ତାଣ୍ଡବରୁ ରକ୍ଷା ପାଇବା ପାଇଁ କେନ୍ଦ୍ର ସରକାର ଟୀକାକରଣକୁ ଅଗ୍ରଧିକାର ଦେଇଥିବା ଏହି ମହା ଟୀକାକରଣ ଅଭିଯାନ ୧୦୦ କୋଟିରେ ପହଁଚିଛି। ଯାହାର ଖୁସିରେ ସାରା ଦେଶରେ ବିଭିନ୍ନ ପ୍ରସିଦ୍ଧ ଐତିହ୍ୟ ସ୍ଥଳୀ ଚିହ୍ନଟ କରାଯାଇ ସେଗୁଡିକୁ ଏଭଳି ଟ୍ରାଇ ଲାଇଟ ରେ ଝଲସିଛି। ଯେଉଁଥିରେ କୋଣାର୍କ ସୂର୍ଯ୍ୟ ମନ୍ଦିର ମଧ୍ୟ ସାମିଲ ରହିଛି। ବିଭିନ୍ନ ଐତିହ୍ୟ ସ୍ଥଳୀ ରେ ଏଭଳି ଟ୍ରାଇ ଲାଇଟ ସହ ଟୀକା କରଣ ଲୋଗୋ ଦ୍ୱାରା ଝଲଥିଲା ବେଳେ ଏହାକୁ ମନଭରି ଉପଭୋଗ କରିଛନ୍ତି ପର୍ଯ୍ୟଟକ।

Related Posts

About The Author

Add Comment