ଭରସା ପକ୍ଷରୁ କରୋନା ସଚେତନତା ଏବଂ ଶୁଖିଲା ଖାଦ୍ୟ ବଂଟନ

Spread the love

ଧର୍ମଶାଳା, ୨୯/୦୪ (ସନ୍ଧାନ ନିୟୁଜ) କରୋନା ଆରମ୍ଭରୁ ଅଗ୍ରଣୀ ଅନୁଷ୍ଠାନ ଭରସା ଫାଉଣ୍ଡସେନ୍ ଧର୍ମଶାଳା ଅଂଚଳରେ ବିଭିନ୍ନ ଗ୍ରାମରେ ଗରିବ ଲୋକମାନଙ୍କ ପାଖରେ ପଂହଚି କରୋନା ସମ୍ପର୍କରେ ସଚେତନତା ଜାରି ରଖିଛନ୍ତି । ଏହି କ୍ରମରେ ବୁଧବାର ଗଙ୍ଗାଧରପୁର ପଂଚାୟତ ପଲାର ଗ୍ରାମରେ ବାସକରୁଥିବା ଆଦିବାସୀ, ଅସହାୟ ଏବଂ ଦଳିତ ଲୋକଙ୍କ ପାଖରେ ଫାଇଣ୍ଡେସନର ପ୍ରୋପାଇଟର ମନୋଜ କୁମାର ମହାନ୍ତି, ପ୍ରକାଶ ମହାନ୍ତି, ପ୍ରଶାନ୍ତ ବେହେରା, ଅନନ୍ତ ରାଉତ, ଉମାକାନ୍ତ ମହାନ୍ତି, ସର୍ବେଶ୍ୱର ରାଉତଙ୍କ ସମେତ ବହୁ କର୍ମକର୍ତ୍ତା ପଂହଚି ରାସନ ବଂଟନ କରିବା ସହିତ ସଚେତନତା କରିଥିଲେ ।

Related Posts

About The Author

Add Comment