ବ୍ଲକ ସ୍ତରୀୟ ଜିଲ୍ଲା ପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

Spread the love

କୋଇଡା, ୪/୧୨ (ସନ୍ଧାନ ନିୟୁଜ) କୋଇଡା ବ୍ଲକ ସ୍ତରୀୟ ଜିଲ୍ଲା ପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଜିଲ୍ଲାପାଳ-ସୁରେନ୍ଦ୍ର କୁମାର ମିନା,ବଣାଇ ଉପଜିଲ୍ଲାପାଳ ଡଃ ୟାଦୁଲା ବିଜୟ , ଏସ.ଡି.ପି.ଓ.ଅବକାଶ ରାଉତରାୟ ,ସି.ଡି.ଏମ୍.ଓ-ଦିଲିପ କୁମାର ଷଡଙ୍ଗୀ, ଏ.ଏ.ସି.ପି.ସୁରେଶ କୁମାର ପାଢୀ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଭୁମେଶ ଚନ୍ଦ୍ର ବେହେରା,କୋଇଡା ବି.ଡି.ଓ-ରମେଶ ଚନ୍ଦ୍ର ହାସଦା, କୋଇଡା ତହସିଲଦାର ଦୁର୍ଯ୍ୟୋଧନ ଭୋଇ ଙ୍କ ଉପସ୍ଥିତ ରେ ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ ହୋଇଥିଲା।ଏଥିରେ ମୋଟ ୩୮ ଟିଅଭିଯୋଗ ମଧ୍ୟ୍ୟ ରେ୨୫ଟି ବ୍ୟକ୍ତିଗତ ଓ୧୩ଟି ସାମୁହିକ ଥିଲା,ସାମୁହିକ ଅଭିଯୋଗ ମଧ୍ୟରେ କୋଇଡା, ଟେନସା,କଲଟା ର ଶଚନୀୟ ରାସ୍ତା,ପ୍ରାଥମିକ ବିଦ୍ୟାଳୟର ପାଚେରୀ ନିର୍ମାଣ, ଖେଳ ପଡିଆ, ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ତିଆରି କରିବା ସହିତ ଅନ୍ୟାନ୍ୟ ଅଭିଯୋଗ କରିଛନ୍ତି।

 Report Date 3/12/2018 by Lambodar barik (koida)

Related Posts

About The Author

Add Comment