ଯାଜପୁର ସଦର, ୨୦ା୦୪: ରସୁଲପୁର ବ୍ଲକ ଅନ୍ତର୍ଗତ ଜୟସୁଙ୍ଗୁଡ଼ା ଗ୍ରାମର ଖଗେଶ୍ୱର ପାଢ଼ୀଙ୍କ ବଡ଼ପୁଅ ଡାକନାମ ପୁଣ୍ଟୁ ବାଙ୍ଗାଲୋରରେ ସିକ୍ୟୁରିଟି ଚାକିରି କରିଥିବା ବେଳେ, ଘରକୁ ଯଜ୍ଞପାଇଁ ଆସିଥିବାରୁ ବାଙ୍ଗାଲୋରକକୁ ଯିବାପାଇଁ ଅଳ୍ପଦିନ ରହିଥିବା ବେଲେ, ବିଭାଘର ପାଇଁ ପ୍ରସ୍ଥାବ ଆସିବାରୁ ଶୋଇଥିବା ସମୟରେ ହଠାତ ମୁଣ୍ଡ ମୁଣ୍ଡ କିହି ଶ୍ରୀ ପାଢ଼ୀ ତଳେ ପଡ଼ିଯିବାରୁ ତାଙ୍କର ମୁଣ୍ଡ ମାଡ଼ ହୋଇଯାଇଥିଲା । ସଙ୍ଗେ ସଙ୍ଗେ ଧର୍ମଶାଳାରୁ ଯାଜପୁର ମେଡିକାଲକୁ ନିଆଯାଇଥିଲା । ପିଣ୍ଟୁର ଅବସ୍ଥା ଗୁରୁତର ହେବାରୁ କଟକ ମେଡିକାଲକୁ ନିଆଯାଇଥିଲା । ସେଠାରେ ମୁଣ୍ଡ ଅପରେସନ କରାଯିବା ପରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ଶୋକାକୁଳ ପରିବେଶରେ ତାଙ୍କର ମରଶରୀକୁ ଜୟସୁଙ୍ଗଡାକୁ ଅଣାଯାଇଥିଲା । ଆତ୍ମୀୟ ସୋଜନ, ବନ୍ଧୁ ଏବଂ ପରିବାର ବର୍ଗଙ୍କ ଉପସ୍ଥିରେ ନିଜ ଗ୍ରାମ ଶ୍ମଶାନରେ ଶବ ସଂସ୍କାର କରାଯାଇଥିଲା । ପିଣ୍ଟୁର ସାନଭାଇ ମୁଖାଗ୍ନି ଦେଇଥିବା ବେଳେ, ତାଙ୍କ ମରଶରୀରକୁ ଶୋକାକୁଳ ପରିବେଶରେ ଶବ ସଂସ୍କାର କରାଯାଇଥିଲା । ଏହି ଗରିବ ପରିବାରକୁ ସରକାରୀ ସହୟାତା ଦେବାପାଇଁ ସାଧାରଣରେ ଦାବି କରାଯାଉଚି ।
ବ୍ରେନଷ୍ଟୋକରେ ଯୁବକଙ୍କର ମୃତ୍ୟୁ ଘଟିଲା
|
April 22, 2023 |
