ରାଇରଙ୍ଗପୁର, ୧୦ /୧୨/୨୦୨୦ (ସନ୍ଧାନ ନିଉଜ) ମୟୂରଭଞ୍ଜ ଜିଲ୍ଲାର ଜାଗ୍ରତ ପ୍ରହରୀ ଭଞ୍ଜସେନାଙ୍କ ପକ୍ଷରୁ 24 ଘଣ୍ଟିଆ ଅର୍ଥନୈତିକ ଅବରୋଧ ହୋଇଛି । ମୟୂରଭଞ୍ଜ ଜିଲ୍ଲା ଖଣି ପ୍ରାଧାନ୍ୟ ଜିଲ୍ଲା । ଏଠୁ ଲୁହାପଥର ବାହାର ରାଜ୍ୟକୁ ରପ୍ତାନୀ ହେଉଛି । ବାହାର ରାଜ୍ୟ ଲୋକେ ରୋଜଗାର ପାଉଛନ୍ତି । ଜିଲ୍ଲାର ଲୋକଙ୍କୁ କିଛି ସୁବିଧା ନାହିଁ । ସେମାନେ ରୋଜଗାର ଅଭାବରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ଅଞ୍ଚଳରେ ଆଜି ପର୍ଯ୍ୟନ୍ତ କୌଣସି ଶିଳ୍ପ ପ୍ରତିଷ୍ଠା ହୋଇପାରିନାହ
ରାଇରଙ୍ଗପୁର ଉପଖଣ୍ଡର ତିନୋଟି ବୃହତ ଲୌହଖଣି ଯଥା ଗୋରୁମହିଷାଣି, ସୁଲେଇପାଟ ଓ ବାଦାମପାହାଡ଼ ଲୌହଖଣିରେ ସ୍ଥାନୀୟ ବେକାର ଯୁବକ ଯୁବତୀଙ୍କୁ ଦାବି ପୂରଣ ନ କରନ୍ତି ତେବେ ଆଗକୁ ଅନିର୍ଦ୍ଦିଷ୍ଟକାଳ ପାଇ ଲୁହାପଥର ଆମଦାନୀ ବନ୍ଦ ରହିବ ବୋଲି କହିଛନ୍ତି ଭଞ୍ଜସେନାର ବିଶୋଇ ବ୍ଲକ କମିଟି ସଭାପତି ରଞ୍ଜନ ପାତ୍ର।
REPORT- PARESH SARANGI



