Homeଓଡିଶାବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ରାଜ୍ୟ ବଜେଟ ଉପସ୍ଥାପିତ ବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ରାଜ୍ୟ ବଜେଟ ଉପସ୍ଥାପିତ Sandhan News | June 28, 2019 | Spread the love ଭୁବନେଶ୍ୱର, ୨୮/୬ (ସନ୍ଧାନ ନିଉଜ) : ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ଆଜି ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କୃଷିରୁ ଆରମ୍ଭ କରିଛନ୍ତି ବଜେଟ୍ ଉପସ୍ଥାପନା। ମହିଳା ଓ ଶିଶୁଙ୍କ ଉନ୍ନତି ଓ ଅଧିକାର ପାଇଁ ପ୍ରତିଶୃତିବଦ୍ଧ ତେଣୁ ପ୍ରଥମ ଥର ପାଇଁ ମହିଳା ଓ ଶିଶୁ ବଜେଟ ଉପସ୍ଥାପିତ ହୋଇଛି। ମହିଳା ସଶକ୍ତୀକରଣ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଥିବା କଥା କହିଛନ୍ତି ଅର୍ଥମନ୍ତ୍ରୀ। କୃଷି ବଜେଟ ପରିମାଣ ୨୦ ହଜାର ୭୧୪ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। କାଳିଆ ଯୋଜନାରେ ଭୂମିହୀନ ଓ ଭାଗ ଚାଷୀଙ୍କୁ ସୁବିଧା ମିଳୁଛି। ୨୦୧୩-୧୪ ତୁଳନାରେ ବ୍ୟୟ ବରାଦ ପରିମାଣ ୩ ଗୁଣ ବୃଦ୍ଧି କରାଯାଇଛି। ଅର୍ଥମନ୍ତ୍ରୀ କହିଲେ- ୨୦୧୩-୧୪ରେ କୃଷି ବଜେଟ ଅଟକଳ ଥିଲା ୭୧୬୨ କୋଟି, ୨୦୧୯-୨୦ରେ କୃଷି ବଜେଟ ପରିମାଣ ହେଲା ୨୦ ହଜାର ୭୧୪ କୋଟି। ଏହା କୃଷକଙ୍କ ପାଇଁ ଖୁସିର ଖବର, ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ମିଳିବ। Related Posts ରାଜନୀତିରୁ ଦୂରେଇ ରହିବେ ଶଶୀକଳା March 4, 2021 | Manas Kumar Rout | ଅଧିକ ପଢନ୍ତୁ ଭାରତୀୟ କୋଷ୍ଟ ଗାର୍ଡ ପାକିସ୍ତାନୀ ‘ଅଲ୍ ମଦିନା’ ବୋଟ ମଧ୍ୟରେ ଚୋରା ଚାଲାଣ ହେଉଥିବା ହେରୋଇନ୍କୁ ଜବତ କଲା May 21, 2019 | Sandhan News | ଅଧିକ ପଢନ୍ତୁ ଶିବାନନ୍ଦ ସେଣ୍ଟ୍ରାଲ ସ୍କୁଲର ଦଶମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା April 25, 2019 | Sandhan News | ଅଧିକ ପଢନ୍ତୁ ଉତ୍କଳ ବିକାଶ ପରିଷଦ ପକ୍ଷରୁ କନ୍ଦରପୁର ବିଦ୍ୟୁତ କାର୍ଯ୍ୟାଳୟରେ ଦାବିପତ୍ର । April 10, 2021 | Sandhan News | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
ଭାରତୀୟ କୋଷ୍ଟ ଗାର୍ଡ ପାକିସ୍ତାନୀ ‘ଅଲ୍ ମଦିନା’ ବୋଟ ମଧ୍ୟରେ ଚୋରା ଚାଲାଣ ହେଉଥିବା ହେରୋଇନ୍କୁ ଜବତ କଲା May 21, 2019 | Sandhan News | ଅଧିକ ପଢନ୍ତୁ
ଉତ୍କଳ ବିକାଶ ପରିଷଦ ପକ୍ଷରୁ କନ୍ଦରପୁର ବିଦ୍ୟୁତ କାର୍ଯ୍ୟାଳୟରେ ଦାବିପତ୍ର । April 10, 2021 | Sandhan News | ଅଧିକ ପଢନ୍ତୁ