ବିଜୁ ପଟ୍ଟନାୟକ ଙ୍କୁ ସମାଲୋଚନା କରି ବିଜେପି ସାଂସଦ ନିଶିକାନ୍ତ ଦୁବେ ହରଡ଼ଘଣାରେ।

Spread the love

ଭୁବନେଶ୍ୱର ଓଡିଆ ମାନଙ୍କ ହୃଦୟ ରେ ସ୍ଥାନ ପାଇଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କୁ ସମାଲୋଚନା କରି ବିଜେପି ସାଂସଦ ନିଶିକାନ୍ତ ଦୂବେ ହରଡ଼ଘଣାରେ ପଡିଛନ୍ତି। ରାଜ୍ୟ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ବିଜେପି ସାଂସଦ ନିଶିକାନ୍ତ ଦୁବେ ଙ୍କୁ କଟୁ ସମାଲୋଚନା କରି ଛନ୍ତି। ବିଜୁ ପଟ୍ଟନାୟକ ପ୍ରତି ଓଡିଆ ଙ୍କ ଭାବନା ରେ ଅଛନ୍ତି, ଓଡିଶା ର ନଦୀ, ନାଳ, ପାଣି, ପବନ, ରାସ୍ତା ଘାଟ, ଓ ପ୍ରତ୍ୟେକ ସ୍ଥାନ ରେ ବିଜୁ ବାବୁ ଙ୍କ ସ୍ମୁତି ଭରି ରହିଛି। ଏବେ ବି ସମୟ ଅଛି ବିଜେପି ସାଂସଦ ଓଡ଼ିଶାବାସୀ ଙ୍କୁ କ୍ଷମା ମାଗନ୍ତୁ। ବିଜେପି ବିଧାୟକ ବାବୁ ସିଂହ ମଧ୍ୟ ସାଂସଦ ନିଶିକାନ୍ତ  ଦୁ ବେ ଙ୍କୁ କଟୁ ସମାଲୋଚନା କରି ଛନ୍ତି। ସେ ତାଙ୍କ ପ୍ରତି କ୍ରିୟା ରେ ବିଜୁ ବାବୁ ଙ୍କୁ ଜଣେ କର୍ମଠ ମହା ପୁରୁଷ ବୋଲି ମତ ଦେଇଛନ୍ତି। ବିଜୁ ପଟ୍ଟନାୟକ ଙ୍କୁ ସମାଲୋଚନା କରି ବିଜେପି ସାଂସଦ ନିଶିକାନ୍ତ ଦୁଓବେ , ପ୍ରତ୍ୟେକ ଓଡିଆ ଙ୍କ. ଭାବନା ଉପରେ କୁଠାରାଘାତ କରିଛନ୍ତି ବୋଳି ମତ ଦେଇଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନ୍ୟୁକ୍ ଅନୁସନ୍ଧାନ।

Related Posts

About The Author

Add Comment