ଭୁବନେଶ୍ୱର,୧୮/୦୪ (ସନ୍ଧାନ ନିଉଜ) : ରାଜ୍ୟର ୬୧ତମ କରୋନା ଆକ୍ରାନ୍ତ ବାଲେଶ୍ୱରରୁ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ଟୁଇଟରରୁ ଏହା ଜଣାପଡ଼ିଛି। ଏଥିରେ କୁହାଯାଇଛି ବାଲେଶ୍ୱରରୁ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ବୟସ ୫୮ବର୍ଷ। ସେ ଜଣେ ପୁରୁଷ। ସେ କେଉଁଠିକୁ ଯାଇଥିଲେ, କାହା ସହିତ ମିଶିଥିଲେ ଓ ତାଙ୍କର ସଂସ୍ପର୍ଶରେ କେଉଁମାନେ ଆସିଥିଲେ ତାହାର ଟ୍ରେସିଂ କରାଯାଉଛି।
ବାଲେଶ୍ୱରର ୬୧ତମ କରୋନା ଆକ୍ରାନ୍ତ
|
April 19, 2020 |



