ବରିଷ୍ଠ IPS ସ୍ତରରେ ଅଦଳବଦଳ, ନୀତି ଶେଖର ନୂଆ ଅତିରିକ୍ତ ପୋଲିସ୍ କମିଶନର

Spread the love

ଭୁବନେଶ୍ୱର, ୩୧/୧୨/୨୦୧୧ (ସନ୍ଧାନ ନିଉଜ) : ରାଜ୍ୟରେ ବରିଷ୍ଠ ଆଇପିଏସ୍ ସ୍ତରରେ ଅଦଳବଦଳ । ବରିଷ୍ଠ ଆଇପିଏସ୍ ନୀତି ଶେଖର ହେଲେ କଟକ ଭୁବନେଶ୍ୱରର ନୂଆ ଅତିରିକ୍ତ ପୋଲିସ୍ କମିଶନର । ପୂର୍ବରୁ ଅତିରିକ୍ତ କମିଶନର ଥିବା ରେଖା ଲୋହାନୀଙ୍କୁ ପଦୋନ୍ନତି ପରେ ବଦଳି ହେବା ପରେ ଆଜି ତାଙ୍କ ସ୍ଥାନରେ ୨୦୦୭ ବ୍ୟାଚ୍ ଆଇପିଏସ୍ ଅଫିସର ନୀତି ଶେଖରଙ୍କୁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର । ରେଖା ଲୋହାନୀ ହେଲେ ଏଡିଜି ମହିଳା ଓ ଶିଶୁ ଅପରାଧ ବିରୋଧୀ ୱିଙ୍ଗ ।

Related Posts

About The Author

Add Comment