ପ୍ରେମ ଲାଗି ଯୁବକଙ୍କ ମୃତ୍ୟୁ

Spread the love

ବାରିପଦା ୧୧/୮/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):  ଗୋଷାଣିନୂଆଗାଁ ଦଶଘରିଆ ସାହି ନିବାସୀ ଲୋକନାଥ ସାହୁଙ୍କ ପୁତ୍ର ସୀମନ ସାହୁ ଗୁଡସ ରୋଡ଼ ନିକଟ ରେଳ ଧାରଣାରେ ମୁଣ୍ତ ଦେଇ ଆତ୍ମହତ୍ୟା କରିଛନ୍ତି ।  ପ୍ରେମ ଜନିତ କାରଣରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପିତା ଲୋକନାଥ ସାହୁ । ଘଟଣାସ୍ଥଳରେ ଜିଆରପି ପୋଲିସ ପହଞ୍ଚି ତଦନ୍ତ କରୁଥିବା ନେଇ ସୂଚନା ମିଳିଛି ।

Related Posts

About The Author

Add Comment