ପ୍ରଗତି ପବ୍ଲିକସ୍କୁଲ ପ୍ରିନ୍ସପାଲ ଙ୍କ ନା ରେ ଥାନାରେ ଏତଲା

Spread the love

ରାଉରକେଲା, ୧୨/୧୧ (ସନ୍ଧାନ ନିଉଜ/ସୁବୋଧ ନାୟକ) : ପୁଣି ବିବାଦ ଘେରରେ ରାଉରକେଲା ସାରନଗରୀ ଅଞ୍ଚଳର ପ୍ରଗତି ପବ୍ଲିକସ୍କୁଲ | ରାଜ୍ୟ ସରକାର ସ୍କୁଲକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଥିବା ବେଳେ, ଏହି ସ୍କୁଲରେ ଶିଶୁଙ୍କୁ ମାନସିକ ନିର୍ଯାତନା ଦିଆଯାଉଛି ବୋଲି କିଛି ଅଭିଭାବକ ଅଭିଯୋଗ କରିଛନ୍ତି, ଫିସ ନଦେବା କାରଣରୁ ଶିଶୁଦିବସ ରେ ଶିଶୁ ଭାଗ ନେବେନି ବୋଲି ପ୍ରିନ୍ସପାଲ କହିବା ପରେ ତାତିଛନ୍ତି ଆଭିଭାବକ. ଏହାକୁ ନେଇ ଆଜି ଅଭିଭାବକ ମାନେ ପ୍ରିନ୍ସପାଲଙ୍କ ନାଁରେ ଟାଙ୍ଗରପାଲି ଥାନାରେ ଏତଲା ଦେଇଛନ୍ତି. ଏହି ସମ୍ପର୍କ ରେ ଅଭିଭାବକ ମାନେ ରାଉରକେଲା ଏସ୍.ପି ଙ୍କୁ ଭେଟିବାକୁ ଯାଇଥିଲେ ମାତ୍ର ଦେଖା ହୋଇ ପାରିନଥିଲା.

Related Posts

About The Author

Add Comment