ପାହାଡି ତରଙ୍ଗର ନୂତନ କର୍ମକର୍ତ୍ତା ନିର୍ବାଚନ 

Spread the love
  •  
  •  
  •  
  •  
  •  
ବାଲିଗୁଡା,23/02.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନର ସର୍ବ ପୁରାତନ କଳା ଓ ସାଂସ୍କୃତିକ ଅନୁଷ୍ଠାନ ପାହାଡି ତରଙ୍ଗର 2021-22 ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବlଚନ ଏଗ୍ରୋବେଦିକର ସଭା      ଗୃହ ପରିସରରେ ସର୍ବ ସମତି କ୍ରମେ ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ସଭାପତି ଭାବେ କୌଶିକ ସାହୁ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି -ଦେବବ୍ରତ ସିଂଦେଓ, ସମ୍ପାଦକ -କେଦାରନାଥ ନାୟକ, ସହ ସମ୍ପାଦକ-ବିଶ୍ୱଜିତ ସାହୁ, ପରିଚାଳନା ସମ୍ପାଦକ -ଚରଣ ବିନ୍ଧାଣୀ, ଗୋପାଳ କୃଷ୍ଣ ନାୟକ, ଅବନୀକାନ୍ତ ନାୟକ, କୋଷାଧ୍ୟକ୍ଷ -ସରୋଜ କୁମାର ନାୟକ, ଏବଂ ଉପଦେଷ୍ଟା ମଣ୍ଡଳୀରେ  -ମିହିରକାନ୍ତ ପାଢ଼ୀ, ରାମଚନ୍ଦ୍ର ଗୌସ୍ୱାମୀ, ଉମାଚାରଣ ଡିଗାଲ ପ୍ରମୁଖ ନିର୍ବାଚିତ ହୋଇଛନ୍ତି l

Related Posts

About The Author

Add Comment