Homeଆନ୍ତର୍ଜାତୀୟପାକିସ୍ତାନ ପରୀକ୍ଷଣ କଲା ମିସାଇଲ ଗଜନବୀ ପାକିସ୍ତାନ ପରୀକ୍ଷଣ କଲା ମିସାଇଲ ଗଜନବୀ Manas Kumar Rout | January 25, 2020 | Spread the love ନୂଆଦିଲ୍ଲୀ : ପାକିସ୍ତାନୀ ସେନା ଗୁରୁବାର ଗଜନବୀ ନାମକ ଏକ ବାଲିଷ୍ଟିକ୍ ମିସାଇଲର ସଫଳ ବ୍ୟବହାରିକ ପରୀକ୍ଷଣ କରିଥିବା ଦାବି କରିଛି। ଏହି ମିସାଇଲ ୨୯୦ କିମି ଦୂର ଯାଏଁ ଲକ୍ଷ୍ୟଭେଦ କରିପାରିବ। ପାକ୍ ସେନା କହିଛି ଊଭୟ ଦିନ ଓ ରାତିରେ ଏହି ମିସାଇଲର ବ୍ୟବହାର କରିବା ନେଇ ଅଭ୍ୟାସ କରାଯାଉଛି। Related Posts ୫ବର୍ଷ ତଳର ଭୁତ ଟ୍ୟାଙ୍କର ଘଟଣା, ପୁନଃ ତଦନ୍ତ ଆରମ୍ଭ April 9, 2021 | Sandhan News | ଅଧିକ ପଢନ୍ତୁ ଚାଲିଗଲେ ଆଉ ଜଣେ ଅମୂଲ୍ୟ ରତ୍ନ February 6, 2021 | 2005lindadavis1989 | ଅଧିକ ପଢନ୍ତୁ ଆରମ୍ଭ ହେଲା କୁକୁର ଧରା ଅଭିଯାନ January 29, 2020 | Sandhan News | ଅଧିକ ପଢନ୍ତୁ ନାରୀ ଓ ପୁରୁଷ January 11, 2021 | 2005lindadavis1989 | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.