ପଥର ଖସି ପଥର ଖଣିରେ କାମ କରୁଥିବା ୩ ଶ୍ରମିକ ମୃତ

Spread the love

ବ୍ରହ୍ମପୁର,  ୨୮/୦୪ (ସନ୍ଧାନ ନିଉଜ):  ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମରଡ଼ା ଗ୍ରାମ ନିକଟରେ ଏକ ଅଘଟଣ ଘଟିଛି। ଗ୍ରାମ ନିକଟରେ ଥିବା ଏକ ପଥର ଖଣିରେ କାମ କରୁଥିବା ୩ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଶ୍ରମିକ ଅଛନ୍ତି। ମୃତକମାନେ ହେଲେ ପଙ୍କଜ ଦାସ, ଭକ୍ତ ପରିଡ଼ା ଏବଂ ନମିତା ନାୟକ । ପଥର ମାଡ଼ି ବସିବାରୁ ଏମାନଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଶବ ଗୁଡ଼ିକୁ ବ୍ୟବଛେଦ ନିମନ୍ତେ ପଠାଇ ଦିଆଯିବ ବା ସହ ପୁରୁଷୋତ୍ତମପୁର ପୋଲିସ୍ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି।

Related Posts

About The Author

Add Comment