ନୂତନ ଜିଲ୍ଳ୍‌ା ସଂସ୍କୃତି ଅଧିକାରୀଙ୍କ ଯୋଗଦାନ

Spread the love

ଯାଜପୁର, ୦୩/୦୩/୨୨(ସନ୍ଧାନ ନ୍ୟୁଜ) : ଯାଜପୁର ଜିଲ୍ଳ୍‌ା ସଂସ୍କୃତି ଅଧିକାରୀ ଭାବେ ଦୁର୍ଯ୍ୟୋଧନ ମଲ୍ଳ୍‌ିକ ଯୋଗଦାନ କରିଚ୍ଥନ୍ତି । ଜିଲ୍ଳ୍‌ା ସଂସ୍କୃତି ବିଭାଗରେ ସ୍ଥାୟୀ ସଂସ୍କୃତି ଅଧିକାରୀ ନ ଥିବାରୁ ଭାରପ୍ରାପ୍ତ ଭାବେ ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଏହି ଦାୟିତ୍ୱ ତୁଲାଊଥିଲେ । ଶ୍ରୀ ମଲ୍ଳ୍‌ିକ ଜିଲ୍ଳ୍‌ାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋରଙ୍କୁ ସାକ୍ଷାତ କରି ନିଜ ଯୋଗଦାନ ପତ୍ର ପ୍ରଦାନ କରିଥିଲେ । ପରେ ସେ ଅତିରିକ୍ତ ଜିଲ୍ଳ୍‌ାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଳ୍‌ିକ, ଅତିରିକ୍ତ ଜିଲ୍ଳ୍‌ାପାଳ (ପ୍ରଶାସନ) ମିହିର ପ୍ରସାଦ ମହାନ୍ତି ଓ ଅନ୍ୟାନ୍ୟ ଅଧିକାରୀ ମାନଙ୍କୁ ସାକ୍ଷାତ କରିଥିଲେ । ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ମଲ୍ଳ୍‌ିକଙ୍କୁ ସଂସ୍କୃତି ବିଭାଗ ଦାୟିତ୍ୱ ହସ୍ତାନ୍ତର ସହ ଜିଲ୍ଳ୍‌ାର ସଂସ୍କୃତି ଓ ସାଂସ୍କୃତିକ ବିଭବକୁ ଶ୍ରୀ ମଲ୍ଳ୍‌ିକ ଆଗେଇ ନେବେ ବୋଲି ଆଶା ପ୍ରକାଶ କରିଚ୍ଥନ୍ତି ।

Related Posts

About The Author

Add Comment