ନିଆଁ ଲଗାଇ ହାତୀର ମୁକାବିଲା କରୁଛନ୍ତି ଗ୍ରାମବାସୀ

Spread the love

ରାଉରକେଲା,୧୫/୧୨ (ସନ୍ଧାନ ନିଉଜ) କୁଆରମୁଣ୍ଡା ରେଞ୍ଜର ଝରବେଡା ଅଞ୍ଚଳରେ 17 ଜଣିଆ ହାତୀପଲ 3 ଭାଗରେ ବିଭାଜିତ ହୋଇ ରହିଛନ୍ତି। ହାତୀପଲ ଚାଷ ଜମି ନଷ୍ଟ ମଧ୍ୟ କରୁଛନ୍ତି। ବନ ବିଭାଗ କର୍ମଚାରୀ ମାନେ ହାତୀ ପଲକୁ ଘଉଡାଇବା ପାଇଁ ଉଦ୍ୟମ କରିବା ସହିତ କୌଣସି କ୍ଷତି ନ କରୁ ତାହା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଦୁଇ ଦିନ ହେଲା ରାତିରେ ଅନିଦ୍ରା ରହି ଗ୍ରାମବାସୀ ମଧ ବାଣ ଫୁଟାଇବା ସହିତ ନିଆଁ ଲଗାଇ ହାତୀର ଉତ୍ପାତରେ ନିଜର ଘର ତଥା ଚାଷ ରକ୍ଷା ପାଇଁ ପ୍ରୟାସ କରୁଛନ୍ତି ।ଦୁଇ ଦିନ ତଳେ ଏହି ହାତୀପଲ ଏହି ଅଞ୍ଚଳରେ ପ୍ରବେଶ କରିଛନ୍ତି।

Related Posts

About The Author

Add Comment