ଧାମରା ପୋର୍ଟିରେ ନବନିର୍ମିତ ଗ୍ୟାସ ଟ୍ରମିନାଲର କନଷ୍ଟ୍ରସନ ସାଇଟରେ ଅଗ୍ନିକାଣ୍ଡ

ଧାମରା, ୨/୩/୨୦ (ସନ୍ଧାନ ନିଉଜ) : ଧାମରା ବନ୍ଦରରେ ନବ ନିର୍ମାଣ ହେଇଥିବା ଗ୍ୟାସ ଟ୍ରମିନାଲ କନଷ୍ଟସନ ସାଇଟରେ କାଲି ବିଳମ୍ଭିତ ରାତ୍ରୀରେ ଅଗ୍ନିକାଣ୍ଡ ଘଟିିଛି । ଏହି ଅଗ୍ନିକାଣ୍ଡରେ ଗ୍ୟାସ ପଏଷ୍ଟ ନିକଟରେ ଥିବା କନଷ୍ଟ୍ରସନ ସାଇଟରେ ବ୍ୟାପକ ଭାବେ କ୍ଷୟକ୍ଷତି ହୋଇଛି । ନିଆଁର ପ୍ରପୋକ ଅଧିକ ଥିବାରୁ ପୋଟ କର୍ମଚାରୀ ନିଆଁକୁ ଆୟତ କରିପାରିନଥିଲେ । ଧାମରା ପୋର୍ଟର ଅଗ୍ନିସମ ବିଭାଗ ନିଆାଁକୁ ଆୟତ କରିବାରରେ ବିଫଳ ହେବାରୁ ନିକଟରେ ଧାମରା ଅଗ୍ନିସମ ବିଭାଗ ଓ ବାସୁଦେବପୁର ଅଗ୍ନିସମ ବିଭାଗର ଗାଡ଼ି ପହଁଚି ନିଆଁକୁ ଆୟତ କରିଥିଲେ । ଏହି ଅଗ୍ନିକାଣ୍ଡରେ କୌଣସି ଧନଜୀବନ କ୍ଷୟକ୍ଷତି ହୋଇଥିବାବେଳେ ପ୍ରାୟ କୋଟି କୋଟି ଟଙ୍କାର ସମ୍ପତି ନଷ୍ଟ ହୋଇଥିବାର ସୂଚନା ମିଳିଛି ।

Related Posts

About The Author

Add Comment