Homeଆନ୍ତର୍ଜାତୀୟଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନ କରୋନା ପଜେଟିଭ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନ କରୋନା ପଜେଟିଭ Manas Kumar Rout | June 17, 2020 | Spread the love ନୂଆଦିଲ୍ଲୀ ୧୭/୦୬ (ସନ୍ଧାନ ନିଉଜ) ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନ କରୋନା ପଜେଟିଭ ବାହାରିଛନ୍ତି । ତାଙ୍କ ଶରୀରରେ ଜ୍ୱର ଲାଗି ରହିବାରୁ ସେ ଦ୍ୱିତୀୟ ଥର ପାଇଁ କରୋନା ଟେଷ୍ଟ କରିଥିଲେ । ଯେଉଁଥିରେ ସେ ପଜେଟିଭ ଥିବା ରିପୋର୍ଟ ବାହାରିଛି । Related Posts ମହିଳା ମାନଙ୍କ ଅଧିକାରର ସୁରକ୍ଷା ଓ ସମ୍ମାନ ପାଇଁ ଆୟୋଗ କାର୍ଯ୍ୟରତ: ରାଜ୍ୟ ମହିଳା ଆୟୋଗ January 29, 2021 | Sandhan News | ଅଧିକ ପଢନ୍ତୁ ମାଲବାହୀ ଟ୍ରେନ୍ ଧକ୍କାରେ ଗୁରୁତର ଥିବା ଦନ୍ତାର ଜୀବନ ଗଲା May 9, 2021 | Sandhan News | ଅଧିକ ପଢନ୍ତୁ ଅଶୋଧିତ ତୈଳ ଦର ୨୦୧୩ ଅପେକ୍ଷା ପ୍ରାୟ ଅଧା ହୋଇଥିଲେ ମଧ୍ୟ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି February 19, 2021 | Sandhan News | ଅଧିକ ପଢନ୍ତୁ ବନ ବିଭାଗ କଲୋନୀ ପରିସରରୁ ସାପ ଉଦ୍ଧାର December 14, 2025 | Manas Kumar Rout | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ମହିଳା ମାନଙ୍କ ଅଧିକାରର ସୁରକ୍ଷା ଓ ସମ୍ମାନ ପାଇଁ ଆୟୋଗ କାର୍ଯ୍ୟରତ: ରାଜ୍ୟ ମହିଳା ଆୟୋଗ January 29, 2021 | Sandhan News | ଅଧିକ ପଢନ୍ତୁ
ଅଶୋଧିତ ତୈଳ ଦର ୨୦୧୩ ଅପେକ୍ଷା ପ୍ରାୟ ଅଧା ହୋଇଥିଲେ ମଧ୍ୟ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି February 19, 2021 | Sandhan News | ଅଧିକ ପଢନ୍ତୁ