ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରାର୍ଥି ପ୍ରାର୍ଥିନୀଙ୍କ ନୋମିନେସନ ଆରମ୍ଭ

Spread the love

ଯାଜପୁର ସଦର, ୧୮/୦୧/୨୦୧୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାର ୧୦ଟି ବ୍ଲକରେ ବିଭିନ୍ନ ପଂଚାୟତରେ ସରପଂଚ ୱାର୍ଡ଼ମେମ୍ବର ସଭ୍ୟ, ସଭ୍ୟା ମାନେ ଆଜି ପଂଚାୟତ ନିର୍ବାଚନ ଅଧିକାରୀଙ୍କ ନିକଟରେ ପହଁଞ୍ôଚ ଦୁଇ ସେଟ ଲେଖାଏଁ ପ୍ରାର୍ଥିପତ୍ର ଦାଖଲ କରିଥିବା ଦେଖିବାକୁ ମିଳିଚି । ଯାହାକି ବିଭିନ୍ନ ପଂଚାୟତର ଶାସକଦଳ ତରଫରୁ ୱାର୍ଡ଼ ସଭ୍ୟ ଏବଂ ସଭ୍ୟାମାନେ ଦାଖଲ କରିଥିବା ବେଳେ, ବିରୋଧି ଦଳ ତରଫରୁ ପଂଚାୟତ ନିର୍ବାଚନ ପାଇଁ ପ୍ରାର୍ଥି ମାନେ ନାମାଙ୍କନ ପତ୍ର ଦାଖଲ କରିôତବା ସମ୍ବାଦ ହସ୍ତଗତ ହୋଇଛି । ଏଠାରେ ସୂଚନା ଯୋଗ୍ୟ ଯେ, ୧୭ ତାରିଖ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥି ପ୍ରାର୍ଥିନୀ ମାନେ ତାଙ୍କର ପ୍ରାର୍ଥି ପତ୍ର ଦାଖଲ କରିବେ । ପ୍ରାର୍ଥି ପ୍ରାର୍ଥିନୀ ମାନେ ଆସନ୍ତା ନିର୍ବାଚନ ରଣାଙ୍ଗନରେ ଉପସ୍ଥିତ ହୋଇଥିବା ବେଳେ, ସେମାନେ କୋଭିଡ଼ କଟକଣାକୁ ପାଳନ କରି ନିର୍ବାଚନ କମିଶନଙ୍କ ଗାଇଡ଼ଲାଇନ ଅନୁସରେ କାର୍ଯ୍ୟକରିବା ପାଇଁ ତାଗିଦ କରିଛନ୍ତି । ଡିଜିଟାଲ ମାଧ୍ୟମରେ ପ୍ରଚାର କରାଯିବା ସହିତ ୫ଜଣଙ୍କୁ ନେଇ ପ୍ରାର୍ଥି ପ୍ରାର୍ଥିନୀମାନେ ଡୋର କ୍ୟାମ୍ପନିଙ୍ଗ କରିବା ପାଇଁ ମତଦାତା ମାନଙ୍କୁ ନିବେଦନ କରିବେ । ଯାହାକି କଂଗ୍ରେସ, ବିଜେପି, ବିଜେଡ଼ି, ସ୍ୱାଧିନ ତରଫରୁ ନିର୍ବଚନ କରାଯାଉଚି । ପ୍ରଚାର ପ୍ରସାର କରାନଯିବାପାଇଁ ପ୍ରାର୍ଥି ପ୍ରାର୍ଥିନୀମାନେ ସଚେତନ ହେବାଲାଗି ନିୟମ କରାଯାଇଚି । ମତଦାତାମାନେଙ୍କୁ କୌଣସି ପ୍ରଲୋଭନରେ ନପଡ଼ି ମତଦାନ କରିବା ପାଇଁ ନିବେଦନ କରାଯାଇଚି ।

Related Posts

About The Author

Add Comment