ତେଲଙ୍ଗାନାରେ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ; ୨ ପାଇଲଟ୍ ମୃତ

Spread the love

ଭିକାରାବାଦ, ୭/୧୦ (ସନ୍ଧାନ ନିଉଜ) : ତେଲଙ୍ଗାନାର ବିକାରାବାଦ ଜିଲାରେ ଏକ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ଅପରାହ୍ନରେ ସୁଲତାନପୁର ଗାଁରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡିଥିବା ଦେଖିବାକୁ ମିଳିଛି। ଏଥିରେ ଦୁଇ ଜଣ ପାଇଲଟଙ୍କ ପ୍ରାଣହାନି ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ମୃତ ଦୁଇ ପାଇଲଟଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାପଡିଛି। ଉଭୟଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିଥିବା ଅନ୍ୟ ଜଣଙ୍କ ପରିଚୟ ମିଳିନାହିଁ। ମୃତ ପୁରୁଷ ପାଇଲଟଙ୍କ ନାମ ହେଉଛି ପ୍ରକାଶ ବିଶାଲ ଏବଂ ମହିଳା ପାଇଲଟଙ୍କ ପରିଚୟ ମିଳିନାହିଁ।

Related Posts

About The Author

Add Comment