ତୃତୀୟପାଦର ବୌଦ୍ଧ ସଂଖ୍ୟା ଉନ୍ମୋଚନ

Spread the love
  • 12
    Shares

ଯାଜପୁର,(ସନ୍ଧାନ ନିୟୁଜ୍/ମାନସ ରାଉତ) ଯାଜପୁର ଜିଲ୍ଲାରୁ ପ୍ରକାଶ ପାଉଥିବା ମାସିକ ଖବରକାଗଜ ତୃତୀୟପାଦର ବୁଦେ୍ଧøସଂଖ୍ୟା ଜାରକାସ୍ଥିତ ରୋଟାରି କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖବର କାଗଜର ସମ୍ପାଦକ ଅନିରୁଦ୍ଧୂ ସମାନ୍ତ ରାୟ ସଭାପତିତ୍ୱ କରିଥିବା ବେଳେ ଅତିଥି ଭାବେ ମୁଖ୍ୟ ଅତିଥି ଭାବେ ଡ. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ମୁଖ୍ୟ ବକ୍ତାଭାବେ କ୍ୟପଟେନ୍ ତ୍ରିଲୋଚନ ବିଶ୍ୱାଳ, ଶ୍ରମିକ ନେତା ନୃସିଂହ ମିଶ୍ର, ପ୍ରଶାନ୍ତ କୁମାର ପୃଷ୍ଟି, ଇନ୍ଦ୍ରମଣି କର ପ୍ରମୁଖ ଯୋଗଦେଇ ଏଭଳି ିବିଶେଷ ସଂଖ୍ୟ ପାଠକୀୟ ଆଦୃତ ଲାଭ କରିବାରେ ସମର୍ଥ ହୋଇପାରିବ ବୋଲି ମତ ଦେବା ସହିତ ଖବରକାଗଜର ଉନ୍ନତି କାମନା କରିଥିଲେ । ଏଥିରେ ଅନ୍ୟତମ ଅତିଥି ଭାବେ ସୌରଭ କୁମାର ଶୁକ୍ଳା,ପ୍ରମୋଦ ସାମଲ , ନିରଞ୍ଜନ ମଲିକ,ବେଣୁଧର ଦାସ ପ୍ରମୁଖ ଯୋଗଦେଇଥିଲେ । ଶେଷରେ ତପନ କୁମାର ବେହେରା ଧନ୍ୟବାଦ ଜଣାଇଥିଲେ ।

  • 12
    Shares

Related Posts

About The Author

Add Comment