ତଳେ ପଡି ଚାଲିଗଲା ଜଣଙ୍କ ଜୀବନ, ସାମାନ୍ୟ ବଚସାରୁ ଧସ୍ତାଧସ୍ତି

Spread the love
  •  
  •  
  •  
  •  
  •  

ପଟ୍ଟାମୁଣ୍ଡାଇ, 10.01.2021(ସନ୍ଧାନ ନିଉଜ୍): ସାମାନ୍ୟ ବଚସାରୁ ତୁମୁଳକାଣ୍ଡ କେନ୍ଦ୍ରାପଡା ଜିଲ୍ଲା ଆଳି ସିଙ୍ଗିରି ବଜାରରେ କଥା କଟାକଟିକୁ ନେଇ ଧସ୍ତାଧସ୍ତି । ସେହି ସମୟରେ ତଳେ ପଡି ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିନାହିଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ, ମୃତକ ପଶ୍ଚିମବଙ୍ଗରୁ ଆସି ଓଡିଶାରେ କାମ କରୁଥିଲେ । ତାଙ୍କର ତାଙ୍କ ସମ୍ପର୍କୀୟଙ୍କ ସହ ଦୀର୍ଘ ସମୟ ଧରି ସିଙ୍ଗିରି ଧସ୍ତା ଧସ୍ତି ଲାଗିଥିଲା ।

Related Posts

About The Author

Add Comment