ତଲସରା ନିର୍ବାଚନ ତ୍ରିମୁଖୀ ଲଢେଇ ୨୦୨୪ ପାଇଁ ରଣନୀତି

Spread the love

ସୁନ୍ଦରଗଡ,( ସନ୍ଧାନ ନ୍ୟୁଜ /ରାଜୁ ପଟେଲ):ତଲସରା ନିର୍ବାଚନ ତ୍ରିମୁଖୀ ଲଢେଇ ୨୦୨୪ ପାଇଁ ରଣନୀତି ଆରମ୍ଭ ହୋଇଥିବା ବେଳେ ସବଡେଗା ତାର ଚିତ୍ର ଦେଖିବାକୁ ମିଳିଥିଲା ।ସବଡେଗା ବ୍ଳକ କଂଗ୍ରେସ କାର୍ଯ୍ୟାଳୟ ଠାରେ ସବଡେଗା ବ୍ଳକ କଂଗ୍ରେସ ସଭାପତି ଶୁଭେନ୍ଦୁ କୁମାର ନାଏକ ଙ୍କ ସଭାପତିତ୍ବରେ ସବଡେଗା ବ୍ଳକର ବରିଷ୍ଠ କଂଗ୍ରେସ କର୍ମକର୍ତ୍ତା ଙ୍କୁ ନେଇ ଏକ ସଭା ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ତଳସରା ବିଧାନସଭା ପ୍ରାର୍ଥୀ ଶ୍ରୀଯୁକ୍ତ ଦେବେନ୍ଦ୍ର ଭିତ୍ରୀଆ ଏବଂ ଅତିଥି ଜିଲ୍ଲା କଂଗ୍ରେସର ଉପସଭାପତି ଶ୍ରୀଯୁକ୍ତ ଗୋବିନ୍ଦ ଭୋଇ ଯୋଗଦାନ କରିଥିଲେ

Related Posts

About The Author

Add Comment