ଭୁବନେଶ୍ୱର, ୨୮/୧୦ (ସନ୍ଧାନ ନିୟୁଜ) ଏଭଳି ଘଟଣା ଦେଖିବାକୁ ମିଳିଥିଲା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ବାଟାଗୁଡ଼ା ପଞ୍ଚାୟତରେ ଏହି ଗ୍ରାମ ବାଲିଗୁଡ଼ା ଠାରୁ ଦଶ କିଲୋମିଟର ଏହି. ମେଡିକାଲକୁ ତିନୋଟି ପଞ୍ଚାୟତର ଜନସାଧାରଣ ଭରସା କରିଥାନ୍ତି ହେଲେ ରାତି ଅଧରେ କୌଣସି ଅସୁବିଧା ହେଲେ ବାଲିଗୁଡ଼ା ଯିବାକୁ ପଡ଼ିଥାଏ ଏଠିକାର ଲୋକ ବାରମ୍ବାର ଅଭିଯୋଗ କଲେ ମଧ୍ୟ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଇ ନଥିବାର ଦେଖା ଦେଇଥିଲା ଆଗକୁ ଏହାର କୌଣସି ପଦକ୍ଷେପ ନନିଆଯାଏ ତାହାହେଲେ ଜାତୀୟ ରାଜପଥ 59କୁ ଅବରୋଧ କରିବା ପାଇଁ ଚେତାବନୀ ଦେଇଥିଲେ
ଡାକ୍ତରଖାନା ପାଲଟିଛି ଭୁତଖାନା
|
October 29, 2019 |



