ସମ୍ବଲପୁର ତା ୧୨/୦୭/୨୦୨୨ (ସନ୍ଧାନ ନିଉଜ/ହେମନ୍ତ ଭଇଁଷା)କୁଚିଣ୍ଡା: ବାମରା ନିକଟସ୍ଥ ରବଡେଗା ନାଲା ଉପରେ ଗାଡି ନଂ ଓଡି ୦୨ ବିଏମ୍୦୫୪୫ ଟ୍ରକକୁ ପଛରୁ ପିଟିଲା କାର କାହାରି କିଛି ହୋଇନାହିଁ ସୂଚନା ମିଳିଛି । କାରଟି ଜିତୁ ନା ରେ ଅଛି କିନ୍ତୁ ଆଜି ଜିତୁ ଓ ଆନନ୍ଦ କୁଚିଣ୍ଡା ରେ ଥିଲେ। ସେମାନେ ଆଜି କୁଆଡେ ଯାଇ ନଥିଲେ ତାଙ୍କ ଡ୍ରାଇଭର ଏବଂ ଷ୍ଟାଫ୍ ଗାଡ଼ି ରେ ଥିଲେ । ଦୁର୍ଘଟଣାରେ ଗାଡିର ସାମନା ପଟ ଅଧିକ କ୍ଷତିଗ୍ରସ୍ତ ହେଇଛି ।
ଟ୍ରକ କୁ ପଛରୁ ପିଟିଲା କାର
|
July 12, 2022 |



