ଜାମ୍ମୁ ବସଷ୍ଟାଣ୍ଡରେ ବିଷ୍ପୋରଣ : ୩୦ ଆହତ, ଏକ ମୃତ, ଅଭିଯୁକ୍ତ ଗିରଫ

Spread the love

ଜାମ୍ମୁ ୭/୩ (ସନ୍ଧାନ ନିୟୁଜ) ସହରର ମଧ୍ୟଭାଗରେ ସ୍ଥିତ ଏକ ଜନବହୁଳ ବସ ଷ୍ଟାଣ୍ଡରେ ସଂଦିଗ୍ଧ ଆତଙ୍କବାଦୀ ବିଷ୍ପୋରଣରେ ଅତିକମରେ ୩୦ ଜଣ ଲୋକ ଆହତ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଅପରପକ୍ଷରେ ବସ ଷ୍ଟାଣ୍ଡ ଉପରେ ଗ୍ରେନେଡ ଫୋପାଡ଼ିଥିବା ଅଭିଯୁକ୍ତକୁ ଗିରଫ କରାଯାଇଛି। ପୁଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂହ ଏହାର ସୂଚନା ଦେଇଛନ୍ତି। ଗତ ବର୍ଷ ମଇମାସରୁ ନେଇକରି ବର୍ତ୍ତମାନ ପର୍ଯ୍ୟନ୍ତ ବସ ଷ୍ଟାଣ୍ଡରେ ଆତଙ୍କବାଦୀମାନଙ୍କ ତରଫରୁ ହାତଗୋଳା ଜରିଆରେ କରାଯାଇଥିବା ଏହା ତୃତୀୟ ଆକ୍ରମଣ ଅଟେ।

Related Posts

About The Author

Add Comment