ଜାତୀୟ ବିଜ୍ଞାନ ଦିବସ

ବାଲିଗୁଡା , ୦୧/୦୩ /୨୦ (ସନ୍ଧାନ ନିଉଜ) : ବାଲିଗୁଡାର ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଜାତୀୟ ବିଜ୍ଞାନ ଦିବସ ପାଲିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ପ୍ରଭାତ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ହଳଧର ନାୟକ ଯୋଗ ଦେଇ ବୈଜ୍ଞାନିକ ମନ ଭାବରେ ଉଦ୍ରେକ କରିବା ଏବଂ ପ୍ରତ୍ୟେକ ଜିନିଷକୁ ଗଭୀର ଅନୁଷିଳନ କରିବା।

ମଂଚ ପରିଚାଳନା ଦଣ୍ଡପାଣି ପ୍ରଧାନ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆନ୍ତଃ-ସଦନ କୁଇଜ ପ୍ରତିଯୋଗିତା କରାଯାଇଥିଲା।

Related Posts

About The Author

Add Comment