ଜର୍ମାନୀରେ ଗିରଫ ହେଲା ଲୁଧିଆନା ବିସ୍ଫୋରଣର ଅଭିଯୁକ୍ତ

Spread the love

ନୂଆଦିଲ୍ଲୀ ୨୮-୧୨ (ଓଡ଼ିଆ ପୁଅ) ଲୁଧିଆନା ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ଜସବିନ୍ଦର ସିଂ ମୁଲତାନୀକୁ ଜର୍ମାନରୁ ଗିରଫ କରାଯାଇଛି। ଭାରତ ସରକାର ଜର୍ମାନୀ ସରକାରଙ୍କୁ ନିବେଦନ କରିଥିଲେ। ସୂଚନାନୁସାରେ, ମଲତାନୀ ISI ର ନିର୍ଦ୍ଦେଶରେ କାମ କରୁଥିଲା ଗୁରୁବାର ଦିନ କୋର୍ଟ ପରିସରରେ ବିସ୍ଫୋରଣର ଏକ ଘଟଣା ଘଟିଛି ଯେଉଁଥିଲା। ଯେଉଁଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଥିଲେ।

Related Posts

About The Author

Add Comment