ଛାତ ଭାଙ୍ଗି ମଦ ଚୋରି ଘଟଣା,୩ଗିରଫ

Spread the love
ରାଉରକେଲା,୧୬/୦୪ (ସନ୍ଧାନ ନିୟୁଜ): ଲକଡାଉନ ସମୟରେ ଛାତ ଭାଙ୍ଗି ମଦ ଦୋକାନରୁ ହୋଇ ଥିବା ଚୋରି ଘଟଣାରେ ପ୍ଲାଣ୍ଟ ସାଇଟ ପୋଲିସ 3 ଜଣଙ୍କୁ ଗିରଫ କରିଛି । ଏହା ସହିତ ଚୋରି ହୋଇ ଥିବା 4 କାର୍ଟୁନ ମଦ ଧରିବାରେ ସଫଳ ହୋଇଛି ପୋଲିସ । ମଦ ଚୋରିରେ ଅଭିଯୁକ୍ତମାନେ ବ୍ୟବହାର କରିଥିବା ଅଟୋକୁ ମଧ୍ୟ ପୋଲିସ ଜବତ କରିଛି । ଲକଡାଉନ ସମୟରେ ମଦ ଦୋକାନରୁ ଚୋରି ଘଟଣା ପୋଲିସ ପାଇଁ ଖୋଲା ଚ୍ୟାଲେଞ୍ଜ ହୋଇ ଥିବା ବେଳେ ଅଭିଯୁକ୍ତଙ୍କୁ ଧରିବାରେ ସହାୟକ ହୋଇ ଥିଲା ସିସିଟିଭି । ତେବେ ଏହି ସିସିଟିଭି ଆଧାରରେ ଚୋରଙ୍କୁ ଚିହ୍ନଟ କରିବା ପରେ ପୋଲିସ ଏମାନଙ୍କୁ ଗିରଫ କରିଛି ।

Related Posts

About The Author

Add Comment