ଯାଜପୁର ସଦର,୧୦ /୧୨ /୨୫ (ସନ୍ଧନ ନ୍ୟୁଜ ) : ଏହିପରି ଘଟଣା ଦେଖିବାକୁ ମିଳିଚି କଳିଙ୍ଗନଗର ଅଞ୍ଚଳରେ କଳିଙ୍ଗନଗର ଶିଳ୍ପାଅଞ୍ଚଳରେ ଚାକିରି କରାଇ ଦେବାକୁ କହି ଲକ୍ଷ୍ୟାଧିକ ଟଙ୍କା ଠକି ନେଇଥିବା ଦେଖିବାକୁ ମିଳିଚି । ଠକାମିର ଏହି ୩ଜଣ ଯୁବକ ଆଇନର ଆଶ୍ରୟ ନେଇଥିବା ଦେଖିବାକୁ ମିଳଚିି । ଠକ ଜଣଙ୍କ କଣ୍ଟାଜରି ଅଞ୍ଚଳର ସଂଜୟ ବିଶ୍ୱାଳ ଏହି ଠକ ଜଣକ ଯାଜପୁର ରୋଡ଼ ଥାନା ଅଞ୍ଚଳର ସନ୍ତୋଷ ମଲିକ, ଅରକ୍ଷିତ ଭୁଜବଳ, ପ୍ରଶାନ୍ତ ନାୟକ ୩ ବନ୍ଧୁଙ୍କୁ କାରଖାନାରେ ଚାକରି କରାଇ ଦେବାର ଯୋଜନା କରିଥିଲା । ପ୍ରଥମେ ଜୟଙ୍କ ଠାରୁ ୫୦ ହଜାର ପୁଣିଥରେ ୫୦ ହଜାର ଟଙ୍କା ବିଳମ୍ବିତ ହେବାରୁ ଚାକରି କରାଇନଦେବାରୁ ସନ୍ତୋଷ ଟଙ୍କା ମାଗିଥିଲା । ଟଙ୍କା ଦେବାତ ଦୁରର କଥା ସନ୍ତୋଷର ଫୋନ ଉଠାଇନଥିଲା । ଶେଷରେ ଘଟଣାକୁ ନେଇ ଯାଜପୁର ଥାନାରେ ଅଭିଯୋଗ କରିଥିଲେ । ସେହିପରି ସଂଜୟର ଟାର୍ଗେଟରେ ଅରକ୍ଷିତ ଫସିଥିବା ବେଳେ, ଚାକିରି କରାଇ ଜୟଙ୍କ କ୍ରେଡିକ କାର୍ଡ଼ ନେଇ ଟଙ୍କା ମାଗିବାରୁ ସଂଜୟ ୩ଟି ଚେକ ଦେଇଥିଲା । ଚେକ ବାଉନ୍ସ ହେବାରୁ ସଂଜୟ ନାମରେ ଗିରଫ ୱାରେଣ୍ଟ କରାଇଥିଲା । ଶେଷରେ ସଂଜୟ ପ୍ରଶାନ୍ତଙ୍କ ବିଶ୍ୱାସ ନେବା ଲୋନ ଟିଭି କିଣିଥିଲା । କିଣିଥିଲା କିସ୍ତିଟଙ୍କା ମାଗିବାରୁ ସଂଜୟ ଧାର ଛୁଆ ଦେଇ ଯାହାକୁ ପ୍ରଶାନ୍ତ ସଂଜୟଙ୍କ ପରି ଜଣାଇଥିଲେ । ତାଙ୍କ ପରିବାର ସହଯୋଗ କରିଥିବା ଜଣାଯାଇଚି । ଶେଷରେ ଠକେଇ ଶିକାର ହୋଇଥିବା ୩ଯୁବକ ଥାନାର ଦ୍ୱାରସ୍ତ ହେଲେ ।
ଚାକରି କରାଇଦେବା ନାମରେ ଠକେଇ
|
December 10, 2025 |


