ଘଂଟିଖୋଲ ରେଲେୱ ଲାଇନ୍ ନିକଟରେ ଅଜଣା ଶିଶୁର ଶବ

Spread the love
  • 31
    Shares

କଟକ, ୧/୭(ସନ୍ଧାନ ନିୟୁଜ/ପ୍ରକାଶ ରାଉତ) ଘଂଟିଖୋଲ ରେଲେୱ ଲାଇନ୍ ନିକଟରେ ଏକ ଅଜଣା ଶିଶୁର ଶବ ପଡିଥିବା ଦେଖିବାକୁ ମିଳିଛି । ତେବେ ଶୁଶିପୁତ୍ରଟିର ଶବ ସେଠାକୁ କିପରି ଆସିଲା ତାହା ଜଣପଡିନଥିବା ବେଳେ ଏହାର ପକୃତ ତଦନ୍ତ କରାଗଲେ ଜଣାପଡିବ ବୋଲି କୁହାଯାଉଛି ।

  • 31
    Shares

Related Posts

About The Author

Add Comment