ଗ୍ବାଲିୟରରେ ରାଜଧାନୀ ଏକ୍ସପ୍ରେସରେ ଅଗ୍ନୀକାଣ୍ଡ, ଯାତ୍ରୀ ସୁରକ୍ଷିତ

Spread the love

ଯାଜପୁର, (ସନ୍ଧାନ ନିୟୁଜ୍/ସନ୍ତୋଷ ରଉତ) ଆଜି ମଧ୍ଯ ପ୍ରଦେଶର ଗ୍ବାଲିୟର ଠାରେ ରାଜଧାନୀ ଏକ୍ସପ୍ରେସରେ ଅଗ୍ନୀକାଣ୍ଡ ଘଟିଛି ା ଅଗ୍ନୀକାଣ୍ଡରେ 4ଟି ବଗି ଜଳି ଯାଇଛି ା ଟ୍ରେନଟି ଦିଲ୍ଲୀରୁ ବିଶାଖାପାଟଣା ଯାଉଥିଲା ା ନିଆଁର ଆୟତ ପାଇଁ ଦମକଳ ବାହିନୀର ଉଦ୍ୟମ ଜାରୀ ରହିଛି ା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି

Related Posts

About The Author

Add Comment