ଗୋରୁ ବୋଝେଇ ପିକଅପ ଜବତ, ଡ୍ରାଇଭର ଫେରାର

Spread the love

ବାରିପଦା,ଖଇରା, ୨/୯/୨୦(ସନ୍ଧାନ ନିଉଜ):- ରବିବାର ରାତିରେ ଗୋରୁ ବୋଝେଇ ପିଅପ ସ୍ଥାନୀୟ ଓଝା ପୋଖରୀ ରାସ୍ତାରେ ଯାଉଥିଲାବେଳେ ଅଞ୍ଚଳବାସୀ ଅଟକାଇଥିଲେ । ଗାଡିର ଡ୍ରାଇଭର କିନ୍ତୁ ଘଟଣାସ୍ଥଳରୁ ୮ ଫେରାର ହୋଇଯାଇଥିଲା। ଖବର ପାଇ ଖଇରା ପୁଲିସ ପହଞ୍ଚି ଗାଡିକୁ ଜବତ କରି ଥାନାକୁ ନେଇଥିଲେ ଏଥିରେ ୧୭ଟି ଗୋରୁ ଥିଲେ ।  ଗୋରୁମାନଙ୍କୁ ଅତି ଅମାନୁଷିକ ଭାବେ ଲଦା ହୋଇ କଲକାତା ଚାଲଣ ହେଉଥିବା ଜଣାପଡିଛି । ପୁଲିସ ଏକ ମାମଲା ରୁଜୁ କରି ଗୋରୁମାନଙ୍କୁ ଗୋ’ଶାଳାରେ ଛଡ଼ା ଯାଇଛି।

Related Posts

About The Author

Add Comment