ଗୁରୁ ଦିବସରେ ଶିକ୍ଷକଙ୍କ ଆନ୍ଦୋଳନ; ରାଜ୍ୟ ସରକାରଙ୍କୁ ଦାୟୀ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଗୁରୁ ଦିବସରେ ଶିକ୍ଷକଙ୍କ ଆନ୍ଦୋଳନ; ରାଜ୍ୟ ସରକାରଙ୍କୁ ଦାୟୀ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Manas Kumar Rout |
September 5, 2018 |
ଭୁବନେଶ୍ଵର, ୫/୦୯(ସନ୍ଧାନ ନିୟୁଜ): ସରକାର ରାଜ୍ୟର ବୃହତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟର ଶିକ୍ଷକଙ୍କ ସମସ୍ୟାର ସମାଧାନ ଦିଗରେ ଜତ୍ନବାନ ହେବା ଉଚିତ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପବିତ୍ର ଗୁରୁ ଦିବସ ଅବସରରେ ମତବ୍ୟକ୍ତ କରିଛନ୍ତି। ଗୁରୁଦିବସ ଅବସରରେ ଛାତ୍ରଛାତ୍ରୀ ସମେତ ଓଡ଼ିଶାର ଶିକ୍ଷକ ସମାଜକୁ ଶୁଭକାମନା ଜଣାଇ ଶିକ୍ଷକଙ୍କ ଆନ୍ଦୋଳନ ସତ୍ବେ ରାଜ୍ୟ ସରକାର ସମାଧାନର ପନ୍ଥା କାଢୁ ନାହାନ୍ତି ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି।: ସରକାର ରାଜ୍ୟର ବୃହତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟର ଶିକ୍ଷକଙ୍କ ସମସ୍ୟାର ସମାଧାନ ଦିଗରେ ଜତ୍ନବାନ ହେବା ଉଚିତ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପବିତ୍ର ଗୁରୁ ଦିବସ ଅବସରରେ ମତବ୍ୟକ୍ତ କରିଛନ୍ତି। ଗୁରୁଦିବସ ଅବସରରେ ଛାତ୍ରଛାତ୍ରୀ ସମେତ ଓଡ଼ିଶାର ଶିକ୍ଷକ ସମାଜକୁ ଶୁଭକାମନା ଜଣାଇ ଶିକ୍ଷକଙ୍କ ଆନ୍ଦୋଳନ ସତ୍ବେ ରାଜ୍ୟ ସରକାର ସମାଧାନର ପନ୍ଥା କାଢୁ ନାହାନ୍ତି ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି।
Related Posts
About The Author