ଗଞ୍ଜାମ: କଣ୍ଟିଆଗଡରେ ଘନ ଘନ ବୋମାମାଡ଼

Spread the love

ଗଞ୍ଜାମ, 26/7(ସନ୍ଧାନ ନିୟୁଜ) : ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ କଣ୍ଟିଆଗଡରେ ଘନ ଘନ ବୋମାମାଡ଼ ହୋଇଛି। ଏଥିରେ ଏକାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ପୂର୍ବ ଶତ୍ରୁତାରୁ ବୋମାମାଡ ହୋଇଥିବା ଜଣାପଡିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗାଁରେ ଚାପା ଉତ୍ତେଜନା ଲାଗି ରହିଛି ।

Related Posts

About The Author

Add Comment