କୋରାପୁଟରେ ‘ପରବ ମହୋତ୍ସବ’ ଆରମ୍ଭ

Spread the love

କୋରାପୁଟ,  ୨୦/୧୦ (ସନ୍ଧାନ ନିଉଜ) : କୋରାପୁଟ ଜିଲାରେ ରବିରାର ଠାରୁ ‘ପରବ ମହୋତ୍ସବ’ ଆରମ୍ଭ ହୋଇଛି। ପ୍ରଥମେ ଲମତାପୁଟ ବ୍ଲକ ଅନ୍ତର୍ଗତ ଡୁମଡୁମା ଜଳପ୍ରପାତ ଠାରୁ ମଶାଲ ଶୋଭାଯାତ୍ରା ବାହାରିଥିଲା।

ଶୋଭାଯାତ୍ରା ଚିକେନପୁଟ ଗ୍ରାମର ବାରଙ୍ଗ ବାଡ଼ି ପଡ଼ିଆରେ ପହଞ୍ଚିବାପରେ ସେଠାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିରେ ମନ୍ତ୍ରୀ ପଦ୍ମିନୀ ଦିଆନ, କୋରାପୁଟ ସାଂସଦ ସପ୍ତଗିରି ଉଲାକା, ବିଧାୟକ ରଘୁରାମ ପୋଡ଼ାଲ, ପ୍ରୀତମ ପାଢୀ, ଏବଂ ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଈଶ୍ବର ପାଣିଗ୍ରାହୀ, କୋରାପୁଟ ଜିଲାପାଳ ମଧୁସୁଦନ ମିଶ୍ର ଉପସ୍ଥିତ ଥିଲେ।

Related Posts

About The Author

Add Comment