କୋଇଡା: ଅଜଣା ଗାଡି ଧକ୍କାରେ ସାଇକେଲ ଆରୋହି ଗୁରୁତର

Spread the love

କୋଇଡା, ୧୮/୧୦(ସନ୍ଧାନ ନିୟୁଜ) କୋଇଡା ଥାନା ଅନ୍ତର୍ଗତ  ଜାତୀୟ ରାଜପଥ (୨୧୫/୫୨୦) ଠାରେ ଏକ ଅଜଣା ଗାଡି ଧକ୍କାରେ ସାଇକେଲ ଆରୋହି ଗୁରୁତର। ସ୍ଥାନୀୟ ଲୋକଙ୍କ ସହଯୋଗ ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ କୋଇଡା ଗୋଷ୍ଟି ସ୍ୱାସ୍ଥ କେନ୍ଦ୍ର ଅଣାଯାଇ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା।ଅଧିକ ଗୁରୁତର ଥିବାରୁ ତାଙ୍କୁ ଡାକ୍ତର ରାଉରକେଲା ସରକାରୀ ଚିକିତ୍ସାଳୟକୁ ପଠାଇଥିବାର ଜଣା ପଡିଛି। ଉକ୍ତ ଗୁରୁତରଙ୍କ ନାଁ କଲ୍ୟାନ ଭଦ୍ରା(୩୫) ଗ୍ରାମ-କୋନ୍ତରକୋଇରା ସେ ସାଇକେଲ ରେ କାଲଟା ଆଇରନ ମାଇନିଂ କୁ ଲେବର କାମ କରିବାକୁ ଯାଉଥିବା ଜଣାପଡିଛି।

Report- L Barik, Koida

Related Posts

About The Author

Add Comment