କେନ୍ଦ୍ର ଶାସିତ ଜମ୍ମୁ-କଶ୍ମୀରରେ ୨୦ ଏବଂ ଲଦାଖରେ ୨ ଜିଲା ରହିବ

Spread the love

ଶ୍ରୀନଗର, ୫/୮ (ସନ୍ଧାନ ନିୟୁଜ ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଐତିହାସିକ ଘୋଷଣା ପରେ ଏଣିକି କେନ୍ଦ୍ର ଶାସିତ ଜମ୍ମୁ-କଶ୍ମୀରରେ ୨୦ଟି ଜିଲା ରହିବ। ସେହିପରି ଲଦାଖରେ ୨ ଜିଲା ରହିବ। ଏହି ନୂତନ ଘୋଷଣା ଦ୍ୱାରା ନିୟନ୍ତ୍ରଣ ରେଖା ନିକଟରେ ବାସ କରୁଥିବା ଲୋକଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଉପଲବ୍ଧ ହେବା ସହିତ ଲଦାଖର ବିକାଶ ଧାରାକୁ ତ୍ୱରାନ୍ବିତ କରାଯାଇ ପାରିବ ବୋଲି ବରିଷ୍ଠ ସାମ୍ବିଧାନିକ ବିଶାରଦ ମତପୋଷଣ କରିଛନ୍ତି। ଏହାଦ୍ୱାରା ଉଭୟ କେନ୍ଦ୍ର ଶାସିତ ଅଞ୍ଚଳ ବିଭିନ୍ନ ସରକାର ଯୋଜନାର ଶୀଘ୍ର ପ୍ରଣୟନ ସେବା ଦ୍ୱାରା ସ୍ଥାନୀୟ ଲୋକଙ୍କ ଜୀବନଜୀବିକା ବିକାଶ ସମ୍ଭବ ହୋଇ ପାରିବ ବୋଲି କୁହାଯାଉଛି।

Related Posts

About The Author

Add Comment