କାର ଧକ୍କାରେ ଯୁବକ ମୃତ

କେନ୍ଦ୍ରାପଡା, ୦୧/୦୩ /୨୦ (ସନ୍ଧାନ ନିଉଜ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ନାନକାର କେନାଲ ବନ୍ଧରେ ଶନିବାର ପୂର୍ବାହ୍ନ ପ୍ରାୟ ସାଢେ ୯ଟା ସମୟରେ ଏକ କାର ଧକ୍କାରେ ମେହେନ୍ଦିପୁର ଗ୍ରାମର ଦୈତାରୀ ମଲ୍ଲିକଙ୍କ ଏକମାତ୍ର ପୁଅ ରାଧାକାନ୍ତ ମଲ୍ଲିକ (୩୨) ଗୁରୁତ୍ତର ଭାବେ ଆହତ ହୋଇଥିଲା।

ରାଧାକାନ୍ତକୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ସଙ୍କଟାପନ୍ନ ଭାବରେ କଟକ ବଡ ଡାକ୍ତରଖାନାରେ ତା’ର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି।

Related Posts

About The Author

Add Comment