କଲାଣ୍ଡରେ କ୍ୟାଣ୍ଡେଲ ଶୋଭାଯାତ୍ରା

Spread the love

ଯାଜପୁର , ୧୯/୨(ସନ୍ଧାନ ନିଉଜ/ପ୍ରଶାନ୍ତ ସାମଲ) ଦେଶପ୍ରେମ ଆବେଗରେ କଲାଣ୍ଡ ଗ୍ରାମରେ କ୍ୟାଣ୍ଡେଲ ଶୋଭାଯାତ୍ରା ଲାଭ ଲୋଭ ମତୁଆଲା ମଣିଷ ଅନେକସମୟରେ ମା ମାଟିର ଡାକ ତଥା ଦେଶପ୍ରେମକୁ ଭୁଲିଯାଏ ବୋଲି ଅଭିଯୋଗ ହୋଇଥାଏ। ହେଲେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଳକ ଏଣ୍ଡଳବା ଗ୍ରାମପଞ୍ଚାୟତର କଲାଣ୍ଡ ଗ୍ରାମରକିଛି ସମାଜ ସେବୀ ଓ ଗ୍ରାମ ଯୁବକଙ୍କଦ୍ଵାରା ଦେଶପ୍ରେମର ଭାବନା ଓ ଆତମିୟତାକୁ ସୋମବାର ଦିନ ଶତାଧିକ ସଂଖ୍ୟାରେ ପାକିସ୍ତାନ ସନ୍ତ୍ରାସବାଦୀଙ୍କ ବର୍ବର ଚିତ ପର୍ସଦିକତା କାର୍ଯ୍ୟ ବିରୁଦ୍ଧରେ ଗ୍ରାମରେ କ୍ୟାଣ୍ଡେଲ ଶୋଭାଯାତ୍ରା ସହ ପାକିସ୍ତାନ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ। ଜନମନକୁ ଆବେଗପୂର୍ଣ୍ଣ କରିଥିଲା ଦେଶଲାଗି ସହିଦି ହୋଇଥିବା ଜବାନ ମାନଙ୍କଲାଗି ଯେତିକି ହୁର୍ଦ୍ୱୟରେ କୋହଥିଲା ଫୁଲୁୟାମ ଆକ୍ରମଣ କରିଥିବା ପାକିସ୍ତାନୀ ଆତାଙ୍କବାଦିଙ୍କ ପାଇଁ ସେତିକି କ୍ରୋଧ ମଧ୍ୟ ଦେଖିବାକୁ ମିଳିଥିଲା । ସମାଜସେବୀ ସୁଧାଂଶୁ ଭୂଷଣ ସାହୁଙ୍କ ଦ୍ଵାରା କଲାଣ୍ଡରେ କିଛି ସମାଜସେବୀ ଓ ଯୁବକମାନକୁ ନେଇ କ୍ୟାଣ୍ଡେଲ ଶୋଭାଯାତ୍ରା ଗ୍ରାମ ଚାରିପାଖେ ସ୍ଲୋଗାନ ଦେଇ ଯାତ୍ରା କରିଥିଲେ ଏଥିରେ ସମାଜସେବୀ ତପନ ବାବୁ ଦିଲ୍ଲୀପ କୁମାର ସାହୁ , ନିର୍ମଳ ପୃଷ୍ଟି , ସାମ୍ବାଦିକ ପ୍ରଶାନ୍ତ କୁମାର ସାମଲ ଗ୍ରାମଯୁବକ ଧନେଶ୍ୱର ପ୍ରଧାନ, କୁନାସାହୁ ସୁଶାନ୍ତପ୍ରଧାନ, ମାନସ ସାହୁ, ଦୀପକ ପ୍ରଧାନ, ପ୍ରଶାନ୍ତ ବେହେରା, ମନୋଜ ପ୍ରଧାନ, ପ୍ରଶାନ୍ତ ବାରିକ, ରାଜୁ, ସିତୁ, କୁନା, ତାପସ ପ୍ରମୁଖ ଯୋଗଦେଇଥିଲେ।।

Related Posts

About The Author

Add Comment